ରାଜ୍ୟରେ ଦିନକୁ ଦିନ ଗୋ ହିଂସା ବଢ଼ିବାରେ ଲାଗିଛି । ଏହାର ପ୍ରତିବାଦରେ ଭୁବନେଶ୍ୱର ଗୋସେବା ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଗୋରୁ ମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା ଓ ଲୋମହର୍ଷଣ କଲା ଭଳି ଘଟଣା ସାମ୍ନାକୁ ଆସୁଛି
#bhubaneswar #cowtrafficking #protest #Gosebasangha #ArgusNews